ରୋମାଞ୍ଚ
ଦେଖଣା
ରୋମାଞ୍ଚ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୋମ+ଅନ୍ଚ ଧାତୁ= ଗମନ କରିବା+ଭାବ. ଅ)
[ସମ୍ପାଦନା]- ୧. ରୋମ ଟାଙ୍କୁରି ଉଠିବା; ପୁଲକ; ହର୍ଷ ବିସ୍ମ.ୟ, ଭକ୍ତି ବା ଭୟାଦି ହେତୁ ଶରୀରରେ ରୋମର ଉଦ୍ଗମ —୧. The bristing of the hairs of the body paroxyson of horro, wonder or devoting; a thrill of the hair
- ୨. ଉତ୍କଣ୍ଠିତ ପ୍ରେମିକ ପ୍ରେମିକାଙ୍କଠାରେ ଲକ୍ଷିତ ଅଷ୍ଟାଦଶା ମଧ୍ୟରୁ ଏକତମ ଅବସ୍ଥା —୨. One of the eight stages of unsatiated lovers.
[ଉ— ଭଞ୍ଜ 'କୋଟିବ୍ରହ୍ମାଣ୍ଡ ସୁନ୍ଦରୀ' ଅଷ୍ଟାଦଶ ଛନ୍ଦର ୨୨ଶ ପଦ
ଠାରୁ ୨୯: ପଦରେ ପ୍ରେମିକା ନାୟିକାର ଅଷ୍ଟଦଶା ବା ସାତ୍ୱିକ ବିକାରରେ ଉଲ୍ଲେଖ କରିଅଛନ୍ତି ଅଷ୍ଟ ସାତ୍ୱିକ ବିକାର ଯଥା— ୧ ସ୍ତମ୍ଭ , ୨ ବୈବର୍ଣ୍ଣ୍ୟ, ୩ ରୋମାଞ୍ଚ ୪ କମ୍ପ,୫ ସ୍ୱେଦ, ୬ ଅଶ୍ର; ସ୍ୱଭେଙ୍ଗ, ୮ ପ୍ରଳୟ ସାତ୍ୱିକ ବିକାର ତଳେ ଟୀକା ଦେଖ]