Jump to content

ରୋମାଞ୍ଚିତ

ଉଇକିଅଭିଧାନ‌ରୁ

ରୋମାଞ୍ଚିତ

ଉଚ୍ଚାରଣ

[ସମ୍ପାଦନା]

(ରୋମାଞ୍ଚୀ—ଅନ୍ୟରୂପ)

(ରୋମାଞ୍ଚିତା, ରୋମାଞ୍ଚୀନୀ —ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ (ରୋମାଞ୍ଚ+ସଂସ୍କୃତ - ଜାତ ଅର୍ଥରେ ଇତ)

[ସମ୍ପାଦନା]

ପୁଲକିତ; ରୋମାଞ୍ଚଯୁକ୍ତ —With the hairs standing on the ends; with hairs brist lings; having the hairs of the body erect or thrilling with joy or wonder.