Jump to content

ରୋମାନ୍ କାଥଲିକ୍

ଉଇକିଅଭିଧାନ‌ରୁ

ରୋମାନ୍ କାଥଲିକ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରୋମାନ୍ କାଥଲିକ୍)

[ସମ୍ପାଦନା]

ଖ୍ରୀଷ୍ଟିୟାନ୍ ମାନଙ୍କର ସଂପ୍ରଦାୟ ବିଶେଷ — The Roman Catholic sect of the Christians; the Romish church.

[ଦ୍ରଷ୍ଟବ୍ୟ — ଏମାନେ ରୋମ ନଗରୀରେ ବାସ କରୁଥିବା ଧର୍ମ— ଯାଜକ ପୋପ୍ (pope)ଙ୍କ ପ୍ରାଧାନ୍ୟ ଓ ଶ୍ରେଷ୍ଠତ୍ୱ ସ୍ୱାକାର କରନ୍ତି ଏବଂ ଯିଶୁ ଓ କୁମାରୀ ମେରୀଙ୍କ ମୂର୍ତ୍ତିକୁ ପୂଜା କରନ୍ତି]