ରୋମ୍
ଦେଖଣା
ରୋମ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା](ସଂ, ରୋମ, ରୋମକ; ଇଂ ରୋମ୍) ===
- ୧. ଇଟାଲିର ପ୍ରଧାନ ନଗର — ୧. The city of Rome on Italy.
[ଦ୍ରଷ୍ଟବ୍ୟ — ଏହା ଖ୍ରୀଷ୍ଟିୟାନ୍ ରୋମାନ୍ କାଥଲିକ୍ ସଂପ୍ରାଦାୟର ପ୍ରଧାନ ଧର୍ମଯାଜକ ପୋପ୍ଙ୍କର ମଧ୍ୟ ରାଜଧାନୀ]
- ୨. ପ୍ରାଚୀନ ରୋମ୍ ସାମ୍ରାଜ୍ୟ — ୨. The ancient Roman empire.