ରୋମ ଉପାଡ଼ିବା
ଦେଖଣା
ରୋମ ଉପାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୋମ ଉପାଡ଼ିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ରୋମନ୍+ଉତ୍ପାଟନ)
[ସମ୍ପାଦନା]- ୧. ଶରୀରରୁ ଲୋମ ଉତ୍ପାଟନ କରିବା —୧. To uproot the hairs of the body.
- ୨. (ଲକ୍ଷଣାର୍ଥ) ଦେହରୁ ଲୋମ ଉତ୍ପାଟନ କଲେ କଷ୍ଟ ହୁଏ ବୋଲି)—କଷ୍ଟ ଦେବା —୨. (figurative) To torment.
- ୩. ଲକ୍ଷଣାର୍ଥ କୌଣସି ବ୍ୟକ୍ତିର ଅନିଷ୍ଟ କରିବା —୩. (figurative) To injure a person.