ରୋମ ବଙ୍କା କରିବା
ଦେଖଣା
ରୋମ ବଙ୍କା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୋମ ବଙ୍କା କରିବା
|
[ରୋମ ବଙ୍କା(ଙ୍କେ)ଇବା—ଅନ୍ୟରୂପ]
[ରୋମବଙ୍କା ହେବା—ବିଶେଷ୍ୟ]
ଦେଶଜ - କ୍ରିୟାପଦ -
[ସମ୍ପାଦନା](ସଂସ୍କୃତ - ରୋମନ୍ ବକ୍ର)—(ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ସାମାନ୍ୟ ମାତ୍ର ଆଘାତ କରିବା ବା ଅନିଷ୍ଟ ଘଟାଇବା —To do the slightest injury to a person; to slightly touch a person's body.