Jump to content

ରୋମ ଶାତନ

ଉଇକିଅଭିଧାନ‌ରୁ

ରୋମ ଶାତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଲୋମନାଶକ ଦ୍ରବ୍ୟ; ଯେଉଁ ବସ୍ତୁ ଦେହରୁ ଲୋମମାନ ଉଠାଇ ଦିଏ —A depilatory for removing the hair.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଲୋମ— ନାଶକ —Depilatory.