Jump to content

ରୋମ ହର୍ଷ

ଉଇକିଅଭିଧାନ‌ରୁ

ରୋମ ହର୍ଷ

ଉଚ୍ଚାରଣ

[ସମ୍ପାଦନା]

(ରୋମ ହର୍ଷଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ରୋମ+ହୃଷ୍ ଧାତୁ +ଭାବ. ଅ)

[ସମ୍ପାଦନା]

ରୋମାଞ୍ଜ; ରୋମ ଟାଙ୍କୁରିବା —The bristling of the hairs through excessive fear or joy or wonder; the standing of the hairs of the body on end; horripilation; thrill.