ରୋମ ହର୍ଷକ
ଦେଖଣା
ରୋମ ହର୍ଷକ
ଉଚ୍ଚାରଣ
[ସମ୍ପାଦନା]ରୋମହର୍ଷଣକ ରୋମହର୍ଷଣକାରୀ ଅନ୍ୟରୂପ
ସଂସ୍କୃତ - ବିଶେଷଣ - (ରୋମ+ହୃଷ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯାହା ରୋମାଞ୍ଚ ଜାତ କରାଏ — ୧. Making the hairs of the body bristle or stand on end; thrilling.
- ୨. ଅତି ଭୀତି — ଜନକ —୨. Horrible; terrific.
- ୩. ଅତି— ଅଦ୍ଭୁତ —-୩. Astonishing.
- ୪. ଅତି ଭକ୍ତିଜନକ —୪. Producing paroxysm of devotion.