ରୋମ ହର୍ଷଣ
ଦେଖଣା
ରୋମ ହର୍ଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. [[ (ରୋମ+ହୃଷ୍ ଧାତୁ+ଭାବ. ଅନ)— ୧ ରୋମହର୍ଷ (ଦେଖ) - —୧. Roma harsha (See).
[[]] ୨ ଲୋମ ହର୍ଷଣ ]] ୨ (ଦେଖ) - —୨. Loma harshaṇa ୨ (See)
- ୩. ସୂତ୍ରଧାର —୩. Stage manager.
- ୪. ବଢ଼େଇ —୪. Carpenter.
- ୫. ବାହାଡ଼ାଗଛ —୫. Terminallia Belleria (M.W.)
ସଂସ୍କୃତ - ବିଣ(+କର୍ତ୍ତୃ. ଅନ)
[ସମ୍ପାଦନା]ରୋମ ହର୍ଷକ (ଦେଖ) - — Roma harshaka (See).