Jump to content

ରୋରୁଦ୍ୟମାନ

ଉଇକିଅଭିଧାନ‌ରୁ

ରୋରୁଦ୍ୟମାନ

ଉଚ୍ଚାରଣ

[ସମ୍ପାଦନା]
ରୋରୁଦ୍ୟମାନା—ସ୍ତ୍ରୀ 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୁଦ୍ ଧାତୁ ଯଙ୍ ଲୁଗନ୍ତ [ବାରଂବାର] ରୋରୁଦ୍ ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ଅତି ଉଚ୍ଚସ୍ୱରରେ କାନ୍ଦୁଥିବା —୧. Weeping loudly.
୨. ବାହୁନି କରି କାନ୍ଦୁଥିବା —୨. Lamenting bittrerly; bewailing.