ରୋଲ୍ ନମ୍ୱର
ଦେଖଣା
ରୋଲ୍ ନମ୍ୱର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - . ବିଶେଷ୍ୟ - (ଇଂରାଜୀ - ରୋଲ୍ ନମ୍ୱର୍)
[ସମ୍ପାଦନା]- ୧. ସ୍କୁଲରେ ବା ଶ୍ରେଣୀରେ ଥିବା ସମୁଦାୟ ଛାତ୍ରଙ୍କ ସଂଖ୍ୟା — ୧. Roll number or the total number of students in a school or class.
- ୨. ହାଜିରା ବହିର କ୍ରମ ଅନୁସାରେ ପ୍ରତ୍ୟେକ ଛାତ୍ରର ଯଥାକ୍ରମେ ସଂଖ୍ୟା — ୨. Respective number of every student in the attendance register or roll.