ରୋଳା
ନୋଳା; ଦେହରେ ଅଙ୍କିତ ବେତମାନଙ୍କର ଲମ୍ୱ ଲମ୍ୱ ଚିହ୍ନ —Long marks or streaks or stripes left on the body after caning.
ଚାଳଘରର ରୁଅ — The rafter of a thatched house.