Jump to content

ରୋଷ

ଉଇକିଅଭିଧାନ‌ରୁ

ରୋଷ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - [ରୁଷ୍ ଧାତୁ= ରାଗ କରିବା+ଭାବ. ଅ]

[ସମ୍ପାଦନା]

କ୍ରୋଧ; ରାଗ — Anger; rage; wrath; passion.

ଦେଶଜ - ବିଶେଷ୍ୟ -(ସଂସ୍କୃତ - ରସବତୀ=ପାକଶାଳା)

[ସମ୍ପାଦନା]
୧. ପାକଶାଳା —୧. Cook room; kitchen.

[ଦ୍ରଷ୍ଟବ୍ୟ — ଆଦରେ ପ୍ରେରନ୍ତି ଲକ୍ଷ୍ମୀ ରୋଷଘରେ ରାଧାନାଥ ଚିଲିକା]

୨. ଦେବତାଙ୍କ ଅନ୍ନବ୍ୟଞ୍ଜନ ମିଷ୍ଟାନ୍ନାଦି ଭୋଗ ମନ୍ଦିରସଂଲଗ୍ନ ଯେଉଁ ଘରେ ପାକ କରାଯାଏ — ୨. kitchen attached to a temple.

[ରୋଷ ଘର, ରୋଷଶାଳ—ଅନ୍ୟରୂପ]