ରୋଷଜର୍ଜର
(ରୋଷ ଜର୍ଜରିତ—ଅନ୍ୟରୂପ)
(ରୋଷଜର୍ଜରା, ରୋଷଜର୍ଜରିତା—ସ୍ତ୍ରୀ)
କ୍ରୋଧଦ୍ୱାରା ଜର୍ଜରିତ — Overwhelmed with anger or rage.