Jump to content

ରୋଷଣ

ଉଇକିଅଭିଧାନ‌ରୁ

ରୋଷଣ

ଉଚ୍ଚାରଣ

[ସମ୍ପାଦନା]
(ରୋଷଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ରୁଷ୍ ଧାତୁ=ରାଗିବା+କର୍ତ୍ତୃ,. ଅନ)

[ସମ୍ପାଦନା]

କ୍ରୋଧଶୀଳ; କ୍ରୋଧୀ; ରାଗୀ; କୋପନସ୍ୱଭାବ — Irruitable; passionate; irascible.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପାରଦ; ପାରା —୧. Quicksilver; mercury.
୨. କଷଟି ପଥର —୨. Touchstone.
୩. ଉଷର ଭୁମି —୩. A desert soil containing salt (Apte).