ରୋଷଣି
ଦେଖଣା
ରୋଷଣି
ଉଚ୍ଚାରଣ
[ସମ୍ପାଦନା](ରୋଷଆଣୀ, ରୁଷୁଣୀ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ରୋଷନ୍; ପର୍ଦ୍ଦୁ; ରୋଷନାଇ= ଆଲୋକ)
[ସମ୍ପାଦନା]- ୧. ବହୁ ଆଲୋକ ସଜ୍ଜିତ ଓ ଆଡ଼ମ୍ୱରଯୁକ୍ତ ଶୋଭାଯାତ୍ରା (ଏହା ରାତ୍ରିରେ ବାହାରେ) —୧. A grand procession for the purpose of display accompanied with brilliant lights, fireworks etc; pageant.
[ଉ— କଲିକତାକୁ ବରଯାତ୍ରୀ କିଏ ଯିବେ, କି କି ରୋଷଣି କେତେ ତୟାର ହେବ, ପଚାରିଥିଲି ଫକୀରମୋହନ ଗଳ୍ପସ୍ୱଳ୍ପ]
- ୨. [[ ରୁଷାଣି୪[[]] (ଦେଖ) - —୨. Rushāṇai. ୪. (See).
[[]] ୩ ରୁଷାଣି ]] ୫ (ଦେଖ) - —୩. Rushāṇi ୫ (See).