Jump to content

ରୋଷନ୍ ଚଉକୀ

ଉଇକିଅଭିଧାନ‌ରୁ

ରୋଷନ୍ ଚଉକୀ

ଉଚ୍ଚାରଣ

[ସମ୍ପାଦନା]

(ରୋଷନଚୌକୀ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ବୈଦେଶିକ - , ବିଶେଷ୍ୟ - (ଫାରାସୀ - ରୌଷନ୍ ଚୌକୀ= ଆଲୋକମୟ ସ୍ଥାନ)

[ସମ୍ପାଦନା]
୧. ଢ଼ୋଲକ ବା ପଖୋଜ , ମନ୍ଦିରା ବା କୁବୁଜି ଝାଞ୍ଜି ଓ ବଂଶୀ ଏହି ୩ ଗୋଟି ଯନ୍ତ୍ରକୁ ଏକତାନରେ ବଜାଇବା ବାଦକ ସମ୍ପ୍ରଦାୟ — ୧. A symphony of musical instruments; orchestra consisting of a durm cymbals and flute set to music simultaneously.

[ଦ୍ରଷ୍ଟବ୍ୟ —ରୋଷନ୍ ଚୌକୀର ସ୍ୱର ବଡ଼ ମୃଦୁ ଓ ମଧୁର ଏଥିପାଇଁ ବାଦଶାହାମାନେ ଶୋଇବାକୁ ଗଲେ ଓ ସିଂହଦ୍ୱାର ପାଖେ ପ୍ରତି ପ୍ରହରରେ ରୋଷନ୍ ଚୌକୀ ବାଜା ବଜା ଯାଉଥିଲା ଏବଂ ତହିଁରେ ମୃଦୁ ମଧୁର ଧ୍ୱନି ଶୁଣୁ ଶୁଣୁ ବାଦଶାହା ନିଦରେ ଶୋଇ ପଡ଼ୁଥିଲେ ଏବେ ମାନ୍ଦ୍ରାଜର ଦେବସ୍ଥାନରେ ପ୍ରତି ପ୍ରହରରେ ଏହା ବଜାଯାଏ ସାଧାରଣତଃ ଉତ୍ସବ ଆଦି ଉପଲକ୍ଷରେ ଗୃହ ନିକଟରେ ଗୋଟିଏ ଉଚ୍ଚ ଭାଡ଼ି ବା ଛାୟା ପ୍ରସ୍ତୁତ କରାଯାଇ ତହିଁ ମଧ୍ୟରେ ରୋଷନ୍ ଚୌକୀ ବଜା ଯାଇଥାଏ ଏଥିରେ ୫ଜଣ ରାଗରାଗିଣୀ ଅନୁସାରେ ମହୁରୀ ବଜାନ୍ତି ଜଣେ ତୋଲକି ବଜାଏ ଓ ଜଣେ ଝାଞ୍ଜ ବଜାଏ ଏହା ଆମ ଦେଶର ତେଲଙ୍ଗୀ ବାଜା ପରି— (ହି,.ଶ)]

୨. ଫୁଙ୍କି କରି ବଜାଇବାର ଏକ ବାଜା; ମହୁରୀ (ହିନ୍ଦୀ - ଶ) —୨. A kind of clarionet.