Jump to content

ରୋଷମ୍

ଉଇକିଅଭିଧାନ‌ରୁ

ରୋଷମ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି(ଫାରାସୀ - ରୁସ୍ମ)

[ସମ୍ପାଦନା]
୧. ରୁଷମ; ଜମିଦାରଙ୍କ ବା ରାଜାଙ୍କୁ ବିଶେଷ ଉପଲକ୍ଷ (ବିବାହ, ଦାଖଲ ଖାରଜ ଆଦି)ରେ ଦିଆଯିବା ଶୁଳ୍ମ ବା ଫିସ୍; ତୋଏନା; ସଲାମି —୧. Fees paid to the kind on certain occasions

[ଦ୍ରଷ୍ଟବ୍ୟ — ରାଜସ୍ୱ ଖଜଣା ବା କର

ପ୍ରକାର ସବୁ କାଳରେ ଦେୟ, କିନ୍ତୁ ରୋଷମ,ସଲାମୀ , ଫିସ୍, ଶୁଳ୍ମ ବା ତୋଏନା ବିଶେଷ ବିଶେଷ ଉପଲକ୍ଷରେ ପ୍ରଜାଠାରୁ ଆଦାୟ କରାଯାଏ] 
୨. ଦରମା , କର ବା ନିୟମିତ ପ୍ରାପ୍ୟ ଛଡ଼ା ନିଆଯିବା ଅଧିକା ଧନ; ବକ୍ସିସ୍; ପୁରସ୍କାର —୨. Perquisite.

(ଉ— ଉପରି ବରଠାରୁ ଚୌକିଆ ରୋଷମ ଟଙ୍କାଟିଏ ଆଉ ମଲା ମରଡ଼ିରେ ଭାତିଆ ବାବଦକୁ କିଛି ଖର୍ଚ୍ଚା......... ଫକୀରମୋହନ ଛ ମାଣ ଆଠଗୁଣ୍ଠ)