ରୋଷାଇ ବାସ
ଦେଖଣା
ରୋଷାଇ ବାସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି (ସହଚର) (ସଂସ୍କୃତ - ରସିତ= ପାଳକୃତ +ବଶ୍ ଧାତୁ=ପରିବେଶଣ; କିମ୍ୱା ରସ+ବାସ= ସୁବାସିତ କରିବା)
[ସମ୍ପାଦନା]ରନ୍ଧାବଢ଼ା — Cooking operation.
(ଯଥା—ରାନ୍ଧିବା,ମସଲା ପାଣି ଦେଇ କିମ୍ପା ବଘାରି ବ୍ୟଞ୍ଜନ ଆଦିକୁ ସୁବାସିତ କରିବା, ରନ୍ଧା ହୋଇଥିବା ଖାଦ୍ୟ ଖାଦକମାନଙ୍କୁ ପରିବେଶଣ କରିବା ଇତ୍ୟାଦି)
(ଉ— କୁବେର ଗାଁ ପାଖ ନଦୀର ଆର କୂଳରେ ନାଆ ଖଟାଇ ରୋଷେଇବାସ କରେ ଫକୀର ମୋହନ ଗଳ୍ପସ୍ୱଳ୍ପ)