ରୋଷାଗ୍ନି
(ରୋଷାନଳ—ଅନ୍ୟରୂପ)
କ୍ରୋଧାଗ୍ନି; ଅଗ୍ନି ସଙ୍ଗେ ତୁଳନା କରାଯିବା ରୋଷ; ଅଗ୍ନି ପରି ଭୀଷଣ କ୍ରୋଧ — Fiery rage; burning rage; wrath compared to fire.