Jump to content

ରୋଷିତ

ଉଇକିଅଭିଧାନ‌ରୁ

ରୋଷିତ

ଉଚ୍ଚାରଣ

[ସମ୍ପାଦନା]
(ରୋଷିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୁଷ୍ ଧାତୁ ଣିଚ୍ ରୋଷି ଧାତୁ= ରଗାଇବା +କର୍ମ. ତ)

[ସମ୍ପାଦନା]
୧. ରୁଷ୍ଟ; କୁପିତ — ୧. Angery; enraged

. [ଉ— ଇଷିତ ରୋଷିତ ବଦନ ଦେଖି ଜଳଧି କମ୍ପମାନ ଜଗନ୍ନାଥ. ଭାଗବତ]

୨. ଯାହାକୁ କରାଯାଇଥାଏ — ୨. Irritated; provoked; enraged.