Jump to content

ରୋଷିବା

ଉଇକିଅଭିଧାନ‌ରୁ

ରୋଷିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି

[ସମ୍ପାଦନା]

ରୋଷ କରିବା; କ୍ରୁଦ୍ଧ ହେବା — To be angery.

[ଉ— ମାର୍ଗ ରୋଧିଲେ ନିଶ୍ଚେ ରୋଷିବେ ହରି ରାଧାନାଥ, ମେଘଦୂତ]