ରୋଷୀ
(ରୋଷିଣୀ—ସ୍ତ୍ରୀ)
କ୍ରୋଧସ୍ୱଭାବ; କୋପନ ପ୍ରକୃତି; ରାଗୀ; କ୍ରୁଦ୍ଧ —Of an irritable temper; irascible; fretful.
[ଉ— ଶାଲ୍ମ ଉପରକୁ ବିନ୍ଧିଲି ହୋଇ ରୋଷୀ କୃଷ୍ଣସିଂହ ମହାଭାରତ ବନ]