Jump to content

ରୋଷେଇ

ଉଇକିଅଭିଧାନ‌ରୁ

ରୋଷେଇ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ରସ)

[ସମ୍ପାଦନା]

ଖାଦ୍ୟ ଦ୍ରବ୍ୟାଦିର ପାକ କ୍ରିୟା —Cooking of meals or other. victuals

(ଉ— ତହୁଁ ଯେ ଉଠି କରିବ ରୋଷେଇ ବିଧାନ ପ୍ରାଚୀ ଶ୍ରୀଗୁରୁଭକ୍ତି ଗୀତ)