ରୋଷେୟା
ଦେଖଣା
ରୋଷେୟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ରୋଷେୟାଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ସୁପକାର; ସୁଆର; ପାଚକ —Cook.
ଦେଶଜ - ବିଶେଷଣ - ପୁଂ
[ସମ୍ପାଦନା]ରାନ୍ଧୁଣିଆ, ଯେ ରାନ୍ଧେ —Cooking.
[ଦ୍ରଷ୍ଟବ୍ୟ — 'ରୋଷେୟା' ଶବ୍ଦ ସାଧାରଣତଃ ପୁରୁଷ ପାଚକ ଅର୍ଥରେ ବ୍ୟବହୃତ ହୋଇଥାଏ ଏବଂ ଏହାର ସ୍ତ୍ରୀଲିଙ୍ଗ 'ରୋଷେୟାଣୀ'ର ବ୍ୟବହାର କ୍ୱିଚିତ୍ ସ୍ଥଳରେ ଦେଖାଯାଏ 'ପାଚିବା' ଅର୍ଥରେ 'ରାନ୍ଧୁଣୀ' ଶବ୍ଦ ପ୍ରାୟଶଃ ସର୍ବାଞ୍ଚଳରେ ବ୍ୟବହୃତ ହୋଇଥାଏ]