Jump to content

ରୋଷ କଷାୟ ନେତ୍ର

ଉଇକିଅଭିଧାନ‌ରୁ

ରୋଷ କଷାୟ ନେତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(କର୍ମଧା)

[ସମ୍ପାଦନା]

ରାଗଯୋଗୁ ଆରକ୍ତ ହୋଇଥିବା ଚକ୍ଷୁ —Eyes reddened with anger or rage.

ରୋଷ କଷାୟିତ ଲୋଚନ ରୋଷ କଷାୟିତ ନେତ୍ର ରୋଷ ତାମ୍ରାକ୍ଷଅନ୍ୟରୂପ

ରୋଷ କଷାୟ ଲୋଚନା)(ନେତ୍ରା) ରୋଷ କଷାୟିତ ଲୋଚନା (ନେତ୍ରା) ରୋଷ ତାମ୍ରାକ୍ଷୀସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ରାଗଯୋଗୁ ଯାହାର ଆଖି ନାଲି ହୋଇଅଛି With eyes red— dened with rage.