ରୋହ
ଦେଖଣା
ରୋହ
ଉଚ୍ଚାରଣ
[ସମ୍ପାଦନା](ରୋହା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ରୁହ୍ ଧାତୁ= ଚଢ଼ିବା; ଗଜୁରିବା; ଉତ୍ପନ୍ନ ହେବା, ଜନ୍ନିବା+ଭାବ. ଅ) ===
- ୧. ଆରୋହଣ —୧. Riding; ascending.
୨: (+କର୍ତ୍ତୃ. ଅ) ଅଙ୍କୁର; ଗଜା — ୨. Germ; sprout.
- ୩. (+ଭାବ. ଅ) ଗଜୁରିବା — ୩. Germinating; sprouting. (M.W.)
- ୪. (+କର୍ତ୍ତୃ,. ଅ) କଢ଼ି —୪. Bud; blossom. (M.W.)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଆରୋହଣକାରୀ — Riding; ascending.