Jump to content

ରୋହକ

ଉଇକିଅଭିଧାନ‌ରୁ

ରୋହକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ—(ରୁହ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଆରୋହଣ କାରୀ —୧. Mounting; ascending.
୨. ଯାହା ବଢୁ ଥାଏ —୨. Growing (M.W.)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆରୋହୀ ବ୍ୟକ୍ତି —୧. A rider (M.W.)
୨. ମନୁଷ୍ୟକୁ ଲାଗିବା ଭୁତ; ପ୍ରେତ ବିଶେଷ —୨. Ghost which possesses a person.