Jump to content

ରୋହନ୍

ଉଇକିଅଭିଧାନ‌ରୁ

ରୋହନ୍

ଉଚ୍ଚାରଣ

[ସମ୍ପାଦନା]
(ରୋହତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ରୁହ୍ ଧାତୁ+ଅତ୍; ରୋହତ୍ ୧ମା. ୧ବ.)

[ସମ୍ପାଦନା]
୧. ବୃକ୍ଷ —୧. Tree.
୨. ଲତା —୨. Creeper.

ସଂସ୍କୃତ - ବିଣ,ପୁଲିଙ୍ଗ -

[ସମ୍ପାଦନା]

ଆରୋହଣ କରୁଥିବା — Rising; mounting;' ascending (M.W.)