Jump to content

ରୋହିଣ

ଉଇକିଅଭିଧାନ‌ରୁ

ରୋହିଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୁହ୍ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. ରୌହିଣ; ବଟବୃକ୍ଷ ୧. Banian tree.
୨. ଗନ୍ଧତୃଣ; ଧନିତ୍ରୀ ଗଛ —୨. Fragrant grass; Andropogen Schoenanthes.
୩: ଦିବସର ନବମ ମୂହୁର୍ତ୍ତ; ଦିବା ରାତ୍ରୀର୩ଭାଗ ମଧ୍ୟରୁ୯ମ ଭାବ; ପ୍ରାୟ ଦିନ ୧ଟା ବଳେ —୩. The ninht moment of a day (divided in to ୧୫ parts); (about ୧ P. M.)
୪. ରୋହିତକ (ଦେଖ) - —୪. Rohitaka (See)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୋହିଣୀ+ଅ)

[ସମ୍ପାଦନା]

ରୋହିଣୀ ନକ୍ଷତ୍ରରେ ଜାତ —Born under the asterism Rohiṇī (M.W.).