Jump to content

ରୋହିଣୀ କୁଣ୍ଡ

ଉଇକିଅଭିଧାନ‌ରୁ

ରୋହିଣୀ କୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀକ୍ଷେତ୍ର ପୁରୀର ବଡ଼ ଦେଉଳ ବେଢ଼ା ମଧ୍ୟରେ ଦେଉଳର ଦକ୍ଷିଣରେ ଥିବା ଗୋଟିଏ କ୍ଷୁଦ୍ର ଜଳ କୁଣ୍ଡ —Name of a small reservoir of water inside the compound of the Jagan nātha temple at puri.

(ଉ— ତଳେ ତା ରୋହିଣୀର କୁଣ୍ଡ, କାରୁଣ୍ୟ ଜଳ ଏଥି ରୁଣ୍ଡ— ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା]

[ଦ୍ରଷ୍ଟବ୍ୟ — ପୁରାଣରେ କଥିତ ଅଛି ଯେ , ଗୋଟିଏ କାକ ଏଥିରେ ସ୍ନାନ କରି ଚର୍ତୁର୍ଭୁଜ ହୋଇଥିଲା ସେ କୁଣ୍ଡଟିର ଦୀର୍ଘ ପ୍ରାୟ ୨ ୩: ହାତ, ପ୍ରସ୍ଥ ୨ ହାତ ଓ ଗଭୀରତା ୨ ହାତ ଏଥି ମଧ୍ୟରେ ଗୋଟିଏ ଚାରିଗୋଡ଼ିଆ କୁଆର ପ୍ରସ୍ତର ମୂର୍ତ୍ତି ରକ୍ଷିତ ହୋଌଅଛି ଏହା କଳ୍ପବଟ ନାମକ ବଟ ବୃକ୍ଷର ଉତ୍ତର—ପଶ୍ଚିମରେ ଓ ବିମଳାଙ୍କ ମନ୍ଦିରର ସମ୍ମୁଖରେ ଥିବା ସିଂହାର ପଛରେ ଅବସ୍ଥିତ]