Jump to content

ରୋହିତାଶ୍ୱ

ଉଇକିଅଭିଧାନ‌ରୁ

ରୋହିତାଶ୍ୱ

ଉଚ୍ଚାରଣ

[ସମ୍ପାଦନା]

[ରୋହିଦଶ୍ୱ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ବହୁବ୍ରୀହି; ରୋହିତ=ରୋହିତ ଅଟେ ଅଶ୍ୱ ଯାହାର) ===

୧. ଅଗ୍ନି —୧. fire.
୨: ରାଜା ହରଶ୍ଚନ୍ଦ୍ରଙ୍କ ପୁତ୍ର —୨. Name of the son of Rājā Harischandra

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯାହାର ନାଲିଆ ଘୋଡ଼ା ଥାଏ — Having a red horse.