Jump to content

ରୋହିଲ୍

ଉଇକିଅଭିଧାନ‌ରୁ

ରୋହିଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭାରତର ଉତ୍ତର —ପଶ୍ଚିମ ପ୍ରଦେଶବାସୀ ମୁସଲମାନ୍ ଜାତିବିଶେଷ —Name of a tribe of Mahomedans in N.W. India; the Rohillas.

[ଦ୍ରଷ୍ଟବ୍ୟ — ଏ ତ ରାଜପୁତ ରୋହିଲା ମୁଗଲ ବଘେଲା ଚୁହାଣ ପଠାଣ ୚ଡ଼କୁ ବୋଲି ପଶି ଝାସିଯିବେ ଯେ ଜଳି ଲଂଘିବେ କେହି ପୁଣ ବ୍ରଜନାଥ ସମରତରଙ୍ଗ]

[ଦ୍ରଷ୍ଟବ୍ୟ — ଏମାନେ ପୂର୍ବେ ଦସ୍ୟୁବୃତ୍ତ ବା ଠଗବୃତ୍ତ କରୁଥିଲେ ଏମାନଙ୍କ ସଙ୍ଗେ ଇଂରେଜମାନଙ୍କର ଅଷ୍ଟାଦଶ ଶତାବ୍ଦୀରେ ଯୁଦ୍ଧ ହୋଇଥିଲେ ଓ ଏମାନେ ତହିଁରେ ପରାସ୍ତ ହୋଇଥିଲେ]