Jump to content

ରୋହିଷ

ଉଇକିଅଭିଧାନ‌ରୁ

ରୋହିଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ତୃଣବିଶେଷ; ଧନିତ୍ରୀ ଗୁଳ୍ମ; କର୍ତ୍ତୃଣ (ଦେଖ) - —୧. A fragrant grass; lemon grass; Andropogen Scheonanthus; kattṛuḍa (See).
୨. ଏକ ପ୍ରକାର ମାଛ; ରୋହୀ ମାଛ — ୨. A kind of fish (M.W.)
୩. ଏକ ପ୍ରକାର ମୃଗ —୩. A kind of deer; (M.W.)