Jump to content

ରୋହି ତକ

ଉଇକିଅଭିଧାନ‌ରୁ

ରୋହି ତକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ରୋହିଣ, ରୋହୁଣ, ରୋହିତେୟ, ରୋହୀ—ଅନ୍ୟରୂପ଼]

ସଂସ୍କୃତ - ବି—(ରୁହ୍ ଧାତୁ+କର୍ତ୍ତ. ତ+ସ୍ୱାର୍ଥେ କ)

[ସମ୍ପାଦନା]

ଆରଣ୍ୟ ବୃକ୍ଷ ବିଶେଷ; ସୁଆମ ଗଛ — A wild timber tree; the Indian red wood tree; Indian red wood tree; Andersonia Rohiraca, Tecoma Andulata; Amura Rohiraka; Soymida Febrifuga.

[ଦ୍ରଷ୍ଟବ୍ୟ —ଏ କାଠରେ ଘରର କଡ଼ି, ପଟା, ଆଲମରି ଓ ଖୁଣ୍ଟ ହୁଏ ଏହାର କାଠ ନାଲି ଏହା ଶ୍ୱେତା ଓ ରକ୍ତବର୍ଣ୍ଣ ଭେଦରେ ଦୁଇ ପ୍ରକାର ଯଥା— ଶ୍ୱେତ —Tecoma Andulata ଓ ରକ୍ତ —Soymida Febrifuga. ଏହା ନିମ୍ୱାଦି ବର୍ଗର ବୃହତ୍ ତରୁ; କାଣ୍ଡ ସଳଖ; ବଳକ ନାଲିଆ; ମଞ୍ଚ କାଠ ନାଲି, ଦୃଢ଼ ଓ ସ୍ଥାୟୀ; ପତ୍ର ୩ ଠାରୁ ୬ ଯୋଡ଼ା ପର୍ଣ୍ଣଯୁକ୍ତ; ପର୍ଣ୍ଣ ୨୪: ଇଞ୍ଚ ଲମ୍ୱା; ଫାଳ;ଫଳ୧୨: ଇଞ୍ଚ ଲମ୍ୱ; ଫଳ ପକ୍ୱ ହେଲେ ପାଞ୍ଚ ଚିରୁଡ଼ା ହୋଇ ଫାଟି ଯାଏ ବୣଜ ଅନେକ, ଚେପଟା ଓ ପକ୍ଷଯୁକ୍ତ; ମଧ୍ୟ ଭାରତ ଓ ପଶ୍ଚିମ ଭାରତରେ ଏ ଗଛ ଜନ୍ମେ ବୈଦ୍ୟକ ମତରେ ଏହା ପ୍ଲୀହନାଶକ, ରୁଚିକାରକ ଓ ରକ୍ତ ପ୍ରସାଦକ ଶୀତକାଳରେ ଏ ଗଛ ପତରଝାଡ଼ା ଦିଏ]