ରୋହି ପିତ
ଦେଖଣା
ରୋହି ପିତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୋହି ପିତ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରୋହି ମାଛ ପିତ୍ତ — The bile of Rohi fish.
[ଦ୍ରଷ୍ଟବ୍ୟ — ରେହି ମାଛର ପିତ୍ତକୁ ଲୋକେ ସାଇତି କରି ରଖନ୍ତି ଏହା ସନ୍ନିପାତ ରୋଗରେ ବିଶେଷ ଉପକାରୀ; ରୋହି ଜାତୀୟ ଏକ ପ୍ରକାର ମାଛକୁ ସୋହି ବୋଲାଯାଏ ରୋହିପିତ୍ତ ଅପେକ୍ଷା ସୋହି ପିତ୍ତ ଆହୁରି ଗୁଣକର]