Jump to content

ରୌକ୍ଷ୍ୟ

ଉଇକିଅଭିଧାନ‌ରୁ

ରୌକ୍ଷ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୁକ୍ଷ+ ଭାବ.ଯ)

[ସମ୍ପାଦନା]
୧. ରୁକ୍ଷତା; କାଠିନ୍ୟ; କାର୍କଶ୍ୟ — ୧. Hardness; roughness.
୨. ଶୁଷ୍କତା; ନିର୍ଜଳତା —୨. Drynrss; ardity (Apte).
୩. ନିଷ୍ଠୁରତା ୩. Cruelty (Apte)