ରୌଦ୍ର କର୍ମା
ଦେଖଣା
ରୌଦ୍ର କର୍ମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ—(ବହୁବ୍ରୀହି, ରୌଦ୍ର+କର୍ମାନ୍ ୧ମା. ୧ବ)
[ସମ୍ପାଦନା]ଭୟଙ୍କର କର୍ମକାରୀ — Doing terrible acts.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କୌଣସି ଭୀଷଣ ଉଦ୍ଦେଶ୍ୟରେ ଆନୁଷ୍ଠିତ ତାନ୍ତ୍ରୀକ ଐନ୍ଦ୍ରଜାଲିକ ଉପଚାର —A terrible magical rite or one performed for some dreadful purpose. (M.W.).