ରୌଦ୍ର ପଦ
ହିନ୍ଦୁମାନଙ୍କର ତୀର୍ଥ ବିଶେଷ —Name of a place of pilgrimage of the Hindus.
[ଉ—ରୌଦ୍ରପଦସ୍ଥାନେ ରୁଦ୍ରଙ୍କୁ ଯେ ଦଖଇ, ଅଶ୍ୱମେଧ ଯାଗ ସୁକୃତ ସେ ଲଭଇ କୃଷ୍ଣସିଂହ ମହାଭାରତ ବନ]