ରୌଦ୍ର ରସ
କାବ୍ୟର ରସ ବିଶେଷ; କ୍ରୋଧାତ୍ପାଦକ ରସ; ଯେଉଁ ରସ ପାଠ କଲେ ବା ଶୁଣିଲେ ମନରେ କ୍ରୋଧର ଉଦ୍ରେକ ହୁଏ ('ରସ' ଦେଖ) — The sentiment of wrath in literature.