Jump to content

ରୌଧିର

ଉଇକିଅଭିଧାନ‌ରୁ

ରୌଧିର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ରୁଧିର୍ +ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ରକ୍ତାକ୍ତ; ରକ୍ତମୟ —୧. Bloddy (M.W.).
୨. ରକ୍ତ ଜନିତ —୨. Caused by blood (M.W.)
୩. ରକ୍ତ ବିଶିଷ୍ଟ —୩. Consisting of blood (M.W.).
୪. ରକ୍ତ ସମ୍ୱନ୍ଧୀୟ —୪. Relating to blood.