Jump to content

ରୌପ୍ୟ

ଉଇକିଅଭିଧାନ‌ରୁ
  • ରଜତ; ରୂପା
  • ଖନିଜ ଲବଣ; ଶାମ୍ବର ଲବଣ
  • ରୁପାରେ ତିଆରି
  • ରୁପା ପରି ଦେଖା ଯାଉଥିବାରୌପ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ରୁପ୍ୟ+ଅ)

[ସମ୍ପାଦନା]
୧. ରକତ; ରୂପା —୧. Silver.

[ଦ୍ରଷ୍ଟବ୍ୟ — ପୁରାଣରେ ଅଛି ଯେ, ତ୍ରିପୁରସରା ବଧ କାଳରେ ମହାଦେବଙ୍କ ରୋଷପୂର୍ଣ୍ଣ ଦକ୍ଷିଣ ନେତ୍ରରୁ ଉଦ୍ଭୁତ୍ ଅଗ୍ନି ସ୍ପଲିଙ୍ଗରୁ 'ରୁଦ୍ର' ଙ୍କର ଉତ୍ପତ୍ତି ହେଲା ଓ

ତତ୍କାଳରେ ବାମ ନେତ୍ରରୁ ଉଦୃଭୁତତ ଅଶ୍ରୁବିନ୍ଦୁ, ପୃଥିବୀର ପଡ଼ି ରୌପ୍ୟ ଜାତ ହେଲା] 

୨: ଖନିଜ ଲବଣ; ଶାମ୍ୱର ଲବଣ —୨. Salt got from the lakes of Ajmeer or frommines.

ସଂସ୍କୃତ - ବିଶେଷଣ - (ରୁପ୍ୟ+ଅ)

[ସମ୍ପାଦନା]
୧. ରୁପାରେ ତିଆରି —୧. Made of Silver.
୨. ରୂପା ପରି ଦେଖା ଯାଉଥିବା —୨. Resembling silver; silvery (M.W.).