Jump to content

ରୌହିଣ

ଉଇକିଅଭିଧାନ‌ରୁ

ରୌହିଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୋହିଣ+ଅ)

[ସମ୍ପାଦନା]
୧. ବଟବୃକ୍ଷ — ୧. The banin tree.
୨. ଧନିତ୍ରୀ ଗୁଳ୍ମ; ଗନ୍ଧତୃଣ; କର୍ତ୍ତୃଣ (ଦେଖ) - —୨. A fragrant grass; Andropogen Schoenanthus.
୩. ଚନ୍ଦନ ତରୁ — ୩. The sandal wood tree.
୪. ଦିବସର ନବମ ମୁହୁର୍ତ୍ତ —୪. The ninth muhūrta of the day (M.W.)
୫. ଅଗ୍ନିଙ୍କ ନାମ —୫. A name of Agni.
୬. (ନାମ) ଇନ୍ଦ୍ରଙ୍କଦ୍ୱାରା ନିହତରାକ୍ଷସବିଶେଷ — ୬. Name of a demon slain by Indra.
୭. ପ୍ରବର୍ଗ୍ୟ ନାମକ ଯଜ୍ଞକର୍ମରହେ ବ୍ୟବହୃତ ପୁରୋଡ଼ାସ— ବିଶେଷ —୭. Name of a puraḍāsa (offer ing.) used in the Probargya ceremony. (M.W.).

ସଂସ୍କୃତ - ବିଶେଷଣ - (ରୋହିଣୀ+ଅ)

[ସମ୍ପାଦନା]

ରୋହିଣୀ ନକ୍ଷେତ୍ରରେ ଜାତ — Born under the ୪th asterism (M.W.).