Jump to content

ରୌହିଷ

ଉଇକିଅଭିଧାନ‌ରୁ

ରୌହିଷ

ଉଚ୍ଚାରଣ

[ସମ୍ପାଦନା]
[ରୌହିଷୀ—ସ୍ତ୍ରୀ] 

ସଂସ୍କୃତ - ବି (ରୁହ୍ ଧାତୁ+କର୍ତ୍ତୃ. ଇଷ)

[ସମ୍ପାଦନା]
୧. ରୋହି ମାଛ — ୧. A kind of fish.
୨. ମୃଗ ବିଶେଷ — ୨. A kind of deer.
୩. କର୍ତ୍ତୃଣ; ଧନୀତ୍ରୀ— ଗୁଳ୍ମ —୩. A fragrant grass; Andropegen schoenanthus.
୪. ଦୁବ ଘାସ —୪. The Doob grass; Cynocen Dactylon.