Jump to content

ରୟିଷ୍ଟ

ଉଇକିଅଭିଧାନ‌ରୁ

ରୟିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ରୟ+ଅତିଶୟାର୍ଥେ ଇଷ୍ଟ)

[ସମ୍ପାଦନା]

ଅତି ଦ୍ରୁତ —Very fleet swift.

(ରୟିଷ୍ଟା—ସ୍ତ୍ରୀ) 

Rayishṭā

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କୁବେର —୧. The God of wealth.
୨. ବ୍ରହ୍ମା —୨. Brahmā the Creator.
୩. ଅଗ୍ନି; ଅନଳ —୩. Fire.