ର(ଡି)
ର(ଡି)
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ର(ଡି)
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରଟ୍ ଧାତୁଜ ରଟିତ)[ସମ୍ପାଦନା]
- ୧. ଉଚ୍ଚ ଶବ୍ଦ — ୧. A loud sound.
(ଉ—ଏହି ସମୟରେ ଆକାଶେ ବାଦ୍ୟ ରଡ଼ି କୃଷ୍ଣସିଂହ. ମହାଭାରତ. ବନ)
- ୨. ଗର୍ଜନ ଶବ୍ଦ —୨. Roaring sound; yelling.
- ୩. ଉଚ୍ଚ ଡାକ; ଚିତ୍କାର —୩. A halloo; shout.
- ୪. ମୁଖୋଚ୍ଚାରିତ କର୍କଶ ଶବ୍ଦ —୪. Braying; croaking.
- ୫. ଉଚ୍ଚୌଃସ୍ୱରରେ କାନ୍ଦ ବୋବାଳି; ଡକା —୫. A loud wailing; screaming.
(ଉ—ବ୍ୟାକୁଳରେ ଛାଡ଼ି ରଡ଼ି ଘୋର, ବ୍ରଣ ପୂରିଲା ଯହୁ ଶରୀର ଭଞ୍ଜ. ବୈଦେହୀଶବିଳାସ)
[ଦ୍ରଷ୍ଟବ୍ୟ —ସାଧାରଣତଃ କର୍କଶ ଓ କର୍ଣ୍ଣକଟୁ, ଉଡ଼ି ଓ କିଛିକାଳସ୍ଥାୟୀ ଶବ୍ଦକୁ ରଡ଼ି ବୋଲାଯାଏ]