ରଦ୍ଦା

ଉଇକିଅଭିଧାନ‌ରୁ
(ର(ଦ୍ଦା)ରୁ ଲେଉଟି ଆସିଛି)

ର(ଦ୍ଦା)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ରଦ୍ଦ୍=ବହିଷ୍କରଣ; ତଡିଦେବା)[ସମ୍ପାଦନା]

୧ ଜୋର୍ ପୂର୍ବକ ଧକ୍କା —୧. A vigorous push.
୨. ଗଳା ଧକ୍କା —୨. A push by the neck.
୩. କାନ୍ଥ ବା ଗାନ୍ଥିନୀ ଆଦିର ଦୁଆ ବା ସ୍ତର —୩. One layer or course in masonry work.

(ଯଥା—ରକାଏ କାନ୍ଥ)