ର(ସୌ)ତ୍

ଉଇକିଅଭିଧାନ‌ରୁ

ର(ସୌ)ତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରସୋଦ୍ଭତ)[ସମ୍ପାଦନା]

ସୁରୁମା; ଦାରୁହରିଦ୍ରା ନାମକ କ୍ଷୂପର ମୂଳକୁ ଲୁହା କରେଇରେ ଦୁଧରେ ବତୁରାଇ ସେହି କ୍ୱାଥକୁ ଲୁହା କରେଇରେ ନିଆଁରେ ସିଝାଇ ତାହା ଗାଢ଼ା ହେବା ପରେ ସେଥିରେ ଛାଗ ଦୁଗ୍ଧ ବା ଗୋଦୁଗ୍ଧ ମିଶାଁଇ ନିଆଁରେ ବସାଇ ନିର୍ଜଳ କରି ଯେଉଁ କୃଷ୍ଣବର୍ଣ୍ଣ ଚୂର୍ଣ୍ଣ ବା ଲେହ୍ୟବତ୍ ପଦାର୍ଥ ପ୍ରସ୍ତୁତ ହୁଏ; ରସାଞ୍ଜନ (ଏହା ଚକ୍ଷୂରୋଗରେ ଅ଼ଞ୍ଜନରୂପେ ବ୍ୟବହୃତ ହୁଏ) — Collyrium prepared by boiling the root of Berbery root with milk till it is reduced into a powder or sticky ointment; extract of Indian Berbery.

[ଦ୍ରଷ୍ଟବ୍ୟ —ଏହାର ଗନ୍ଧ ଅଫିମର ଗନ୍ଧ ପରି ବୈଦ୍ୟକ ମତରେ ଏହା ଶୀତଳ, ଶୁକ୍ରଜନକ, ନେତ୍ରହିତକର ଓ କଫ, ବିଷଦୋଷ, ବମନ, ରକ୍ତପିତ୍ତ, ହିକ୍କା, ଶ୍ୱାସବ୍ରଣ ଓ ମୁଖରୋଗର ହିତକର]