ର(ହେ)ଣ

ଉଇକିଅଭିଧାନ‌ରୁ

ର(ହେ)ଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ଷଣ)

୧. ଅବସ୍ଥାନ; ସ୍ଥିତି; ରହଣି —୧. Staying; halting.

=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ରେହନ୍)

ଋଣ କରିବା ବ୍ୟକ୍ତି ଋଣଦାତାଙ୍କ ନିକଟରେ ଋଣ ଶୋଧର ପ୍ରତିଭୂ ବା ଜାମିନ୍ ସ୍ୱରୂପ ରଖିବା ସମ୍ପତ୍ତି —୧. A pledge or mortgage.

୨. ବନ୍ଧକ; ସମ୍ପତ୍ତି ବନ୍ଧକ ରଖି ଋଣ ଗ୍ରହଣ କରିବା ରୀତି —୨. Loan by mortgaging or pledging; borrowing money by pledging any property.

[ଦ୍ରଷ୍ଟବ୍ୟ —'ରହଣ' ବା ରହଣ—ବନ୍ଧକ ପ୍ରଥାଦ୍ୱାରା ଋଣ ପରିଶୋଧର ଜାମିନ୍ ସ୍ୱରୂପ ଖାତକର କୌଣସି ସମ୍ପତ୍ତିକୁ ଖାତକ ନିର୍ଦେଶ କରେ, କିନ୍ତୁ ଉକ୍ତ ସମ୍ପତ୍ତି ଖାତକର ଦଖଲରେ ଥାଏ ଓ ମହାଜନର ଋଣ ପରିଶୋଧ ପାଇଁ ଦାୟିତ୍ୱ ଉକ୍ତ ନିର୍ଦିଷ୍ଟ ରହଣ—ଆବଦ୍ଧ ସମ୍ପତ୍ତି ଉପରେ ନ୍ୟସ୍ତ ଥାଏ (mortgage without possession or simple mortgage). ଆବଦ୍ଧ ଭୂମିରୁ ଉତ୍ପନ୍ନ ଫଳାଦିକୁ ମହାଜନ ଋଣର ସୁଧର ବା ମୂଳର ଭରିଣାରେ ମଜୁରା ପାଇବାର ବନ୍ଦୋବସ୍ତ କରାଗଲେ ତାକୁ 'ଫଳ—ବନ୍ଧକ' (Usufructuary mortgage) ବୋଲାଯାଏ]